ବଲାଙ୍ଗୀରରେ ଦିନକରେ ୩୭ କରୋନାରେ ଆକ୍ରାନ୍ତ August 3, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l