ବଲାଙ୍ଗୀରରେ ଦିନକରେ ୨୫ କରୋନାରେ ଆକ୍ରାନ୍ତ July 29, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ୨୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l