ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟିତ

ବଲାଙ୍ଗିର ସଦର ବ୍ଲକ ମାଗୁରବେଡା ନିକଟରେ ନିର୍ମିତ ଏହି ବୃହତ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦୀର୍ଘ ୨୩ ବର୍ଷ ପରେ ପ୍ରକଳ୍ପ ଉଦଘାଟିତ ହୋଇଥିବାରୁ ଜିଲ୍ଲାବାସୀ ବେଶ୍ ଉତ୍ସାହିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes