ବରପାଲି ଠାରେ ଅନୁଷ୍ଠିତ ହେଲା ତିନି ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବରଗଡ଼ ଜିଲ୍ଲା ବରପାଲି ଠାରେ ଆଜି ଠାରୁ ଆରମ୍ଭ ହୋଇଛି ତିନି ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ।

ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ରିତା ସାହୁ ଓ ଅତାବିରା ବିଧାୟିକା
ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes