ବନ୍ୟପ୍ରାଣୀଙ୍କ ସହ ସେଲ୍‌ଫି ବାରଣ ନେଇ ସଚେତନତା ସୃଷ୍ଟି ନିର୍ଦ୍ଦେଶ

ସବୁ ଡିଏଫ୍‌ଓ, ଶିମିଳିପାଳ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିଠି କଲେ ପିସିସିଏଫ୍‌।

ସେଲ୍‌ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆଇନ ବିରୋଧୀ,ଏଭଳି କଲେ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ବ୍ୟବସ୍ଥା ଥିବା ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଲେ ପିସିସିଏଫ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes