ବଗଲା ଧର୍ମଶାଳା ଜମି ବିବାଦ ମାମଲା ଶୁଣାଣି ଘୁଞ୍ଚିଲା

ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲା ଶୁଣାଣି ଅଗଷ୍ଟ ୧ ତାରିଖକୁ ଘୁଞ୍ଚାଇଲେ ହାଇକୋର୍ଟ।

ଆବେଦନକାରୀଙ୍କ ଆବେଦନ ଉପରେ ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes