ଫିଲଟର କେକ ହ୍ୟାଣ୍ଡଲିଂ ସିଷ୍ଟମ କାରଖାନା ପ୍ରସ୍ତାବକୁ ମଞ୍ଜୁରୀ

କେନ୍ଦୁଝର ଜିଲ୍ଲାରେ 175.75 କୋଟି ଟଙ୍କା ନିବେଶରେ ଏକ ବିଲେଟ/କଲର କୋଟେଡ଼ ଟିଏମଟି ଏବଂ ଫିଲଟର କେକ ହ୍ୟାଣ୍ଡଲିଂ ସିଷ୍ଟମ ତିଆରି କାରଖାନା ପ୍ରତିଷ୍ଠା ପାଇଁ ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀର ଏକ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି l
ଏହା ଦ୍ୱାରା 600 ଲୋକଙ୍କୁ ନିଯୁକ୍ତି ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes