ପ୍ଲାଣ୍ଟରେ ପୋଡ଼ି ହୋଇ ୨ ଶ୍ରମିକ ଗୁରୁତର, କଟକ ସ୍ଥାନାନ୍ତର

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦିଆ ସ୍ଥିତ ଏକ ପ୍ଲାଣ୍ଟରେ ପୋଡ଼ିହୋଇ ୨ ଶ୍ରମିକ ଗୁରୁତର ହୋଇଛନ୍ତି।

ଫର୍ଣ୍ଣେସ୍‌ରେ କାମ ଚାଲିଥିଲା ବେଳେ ପୋଡ଼ିଗଲେ ୨ ଶ୍ରମିକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes