ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବଡ଼ଭୂଲତା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମିକା ସଂପର୍କରେ ଥିବା ସନ୍ଦେହ କରି ପ୍ରେମିକ ହତ୍ୟା କରିବା ପରେ ପିଷ ପିଇ ଦେଇଥିଲା। ଗୁରୁତର ଅବସ୍ଥାରେ ତାକୁ ରାଉରକେଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।
Credible Local News of Odisha