ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ବାଗୁଡ଼ି ସ୍ଥିତ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷାନୁଷ୍ଠାନରେ ଆଜି ଅପରାହ୍ନରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ଏହି ଉତ୍ସବକୁ ବିଧାୟକ ପର୍ଶୁରାମ ଧଡା ଉଦଘାଟନ କରିଥିବା ବେଳେ ମୁଖ୍ଯ ବକ୍ତା ଭାବେ ଉପେନ୍ଦ୍ରନାଥ କଲେଜର ପୂର୍ବତନ ଅଧ୍ୟକ୍ଷ ବିଜୟ ମହାପାତ୍ର ଯୋଗଦେଇଥିଲେ।
Credible Local News of Odisha