ପ୍ରାଣୀସେବା ହେଲ୍ପଲାଇନ ନମ୍ବର -1962 ର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ପ୍ରାଣୀସେବା ହେଲ୍ପଲାଇନ ଟୋଲ-ଫ୍ରି ନମ୍ବର 1962 ର ଶୁଭାରମ୍ଭ କରିଛନ୍ତି l

ବୁଲା ଗାଈଗୋରୁ, କୁକୁର କିମ୍ବା ଅନ୍ୟ କୌଣସି ପ୍ରାଣୀ ବିପଦରେ ପଡ଼ିଥିଲେ ଯେକେହି ଏହି ହେଲ୍ପଲାଇନକୁ ଫୋନ କରି ସହାୟତା ମାଗିପାରିବେ l ଏହା ଚବିଶ ଘଣ୍ଟା କାମ କରିବ l ସେହିପରି ସକାଳ 10 ଟାରୁ ଅପରାହ୍ନ ସାଢେ 5 ଟା ପର୍ଯ୍ୟନ୍ତ 1562 କିମ୍ବା 155333 ଟୋଲଫ୍ରି ନମ୍ବରକୁ ଫୋନ କରି ପ୍ରାଣୀ ଚିକିତ୍ସା ସମ୍ପର୍କିତ ପରାମର୍ଶ ନେଇପାରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes