ପ୍ରଧାନଶିକ୍ଷକଙ୍କୁ ଗୋଡ଼େଇ ପିଟିଲେ ଗାଁ ଲୋକେ

ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପିଟିଲେ ଗାଁ ଲୋକେ।

ସ୍କୁଲ ପାଖରେ ଉତ୍ତେଜନା ଦେଖାଦେଇଥିବା ବେଳେ ଆକ୍ରମଣ ପରେ ପ୍ରଧାନ ଶିକ୍ଷକ ଫେରାର ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes