ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ୍‌ ହେଲ୍‌ଥ ଲାବୋରେଟୋରୀ

ପ୍ରତି ସିଏଚସିରେ ପବ୍ଲିକ ଲାବୋରେଟୋରୀ ଖୋଲିବ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଗୋଟିଏ ସ୍ଥାନରେ ସବୁ ପ୍ରକାର ପରୀକ୍ଷା ସୁବିଧା ପାଇବେ ରୋଗୀ, ଡିଜିଟାଲ ମାଧ୍ୟମରେ ମଧ୍ୟ ପରୀକ୍ଷା ରିପୋର୍ଟ ପାଇପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes