ପୋଲିସ ଗାଡି ଦୁର୍ଘଟଣା, ଜଣେ ଗୁରୁତର ୪ ଆହତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ବାଇପାସ୍ ରାସ୍ତା ନିକଟରେ ଆଜି ଭୋର ସକାଳୁ ସୁବଳୟା ଥାନା ଗାଡ଼ି ପେଟ୍ରୋଲିଂ ସାରି ଫେରୁଥିବା ସମୟରେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା।

ସ୍ଥାନୀୟ ଲୋକେ ଜଣେ ଗୁରୁତର ଓ ୪ ଜଣ ଆହତ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes