ପୂର୍ବଭଳି ପୁଣି ଭୁବନେଶ୍ୱରର ବିଭିନ୍ନ ସପିଂ ମଲକୁ କରାଯିବ ଟିକାକେନ୍ଦ୍ର

ଏଥିରେ କେବଳ ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ।

ଏଥିପାଇଁ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଓ ବୈଷୟିକ ସହାୟକଙ୍କୁ ସାମିଲ କରି ଖୁବଶୀଘ୍ର ଅଭିଯାନକୁ ତ୍ୱରାନ୍ୱିତ କରାଯିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes