ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା ଗିରଫ

ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା ଗିରଫ ହୋଇଛନ୍ତି।

ଫେରାର ହେବାର ୧୦ ଦିନ ପରେ ତୁଷୁରା ପୁଲିସ ଗିରଫ କରିଛି। ବ୍ଲକ୍‌ ଅଫିସ ଭିତରେ ପଶି ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକଙ୍କୁ ମାଡ଼ ମାରିଥିଲେ।ପୂର୍ବରୁ ଅଶୋକ ଦୋରାଙ୍କ ୫ ସମର୍ଥକଙ୍କୁ ପୁଲିସ ଗିରଫ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes