ପୁଲିସ ବାରାକରୁ ବନ୍ଧୁକ ଚୋରି ଅଭିଯୋଗ

ଭୁବନେଶ୍ବର ସପ୍ତମ ବାଟାଲିଅନରୁ ଚୋରି ଅଭିଯୋଗ ହୋଇଛି।ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଥିବା ଯବାନଙ୍କ ବନ୍ଧୁକ ଚୋରି ହୋଇଛି।

ଗତ ୧୦ରେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଭୁବନେଶ୍ବର ଆସିଥିଲେ। ରାଇଫଲ ଓ ଗୁଳି ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes