ପୁରୀ ଯିବା ବେଳେ ଅପରାଜିତାଙ୍କୁ ଅଟକାଇଲା ପୁଲିସ

ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁରୀ ଗସ୍ତରେ ଯାଉଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ଦର୍ଶାଇ ତାଙ୍କୁ ଚନ୍ଦନପୁର କାଠ ପୋଲ ନିକଟରେ ପୁଲିସ ଅଟକାଇଥିବା ଦେଖିବାକୁ ମିଳିଛି l

ତେବେ ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସେ ବିରୋଧ କରୁନଥିବା ବେଳେ ସରକାରଙ୍କର ଏତେ ଭୟ କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes