ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଶୁଣାଣି ଆସନ୍ତା ୩୦ ତାରିଖରେ ହାଇକୋର୍ଟରେ ହେବ।
ଇଡି ପକ୍ଷରୁ ଦାୟର ମାମଲାରେ ଜାମିନ ମାଗିଛନ୍ତି ଜଗବନ୍ଧୁ। ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି।
Credible Local News of Odisha