ଲକ୍ ଥାନା ନୂଆଗଡ଼ ଛକରେ ଥିବା ବାଣ ଦୋକାନ ଜଳିଗଲା।
ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଥିବା ବେଳେ ନିଆଁକୁ ଆୟତ୍ତ କଲେ ସ୍ଥାନୀୟ ଲୋକେ। ଭୋର ସମୟରେ ଅଗ୍ନିକାଣ୍ଡ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
Credible Local News of Odisha