ପାଟଣା ରେଞ୍ଜକୁ ପଶିଲେ ୧୪ ଟିକିଆ ବଣୁଆ ହାତୀ ପଲ

କିଛି ମାସ ବ୍ୟବଧାନ ପରେ ପୁଣି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜକୁ ଗୁରୁବାର ବିଳମ୍ବିତ ରାତ୍ରିରେ ୧୪ ଟିକିଆ ବଣୁଆ ହାତୀପଲ ଘଟଗାଁ ରେଞ୍ଜରୁ ଆସି ପାଟଣା ରେଞ୍ଜର ପୋଇପାଣି ବିଟର ଗୋପପୁର ଗାଁର ଏକ କାଜୁ ବଗିଚାରେ ଡେରା ପକାଇଛନ୍ତି।

ଏହି ହାତୀପଲରେ ୬ଟି ମାଈ ହାତୀ ୪ଟି ଦନ୍ତା ଓ ୪ ଟି ଛୁଆ ହାତୀ ଥିବା ରେଞ୍ଜର ଟିକେଶ୍ୱର ମହାନ୍ତ କହିଛନ୍ତି।ବଗାଁ ନିକଟରେ ହାତୀପଲ ଥିବା ଲରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।ବନ ବିଭାଗ ପକ୍ଷ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes