ପଶୁପକ୍ଷୀ ଅଦଳ ବଦଳ

ନନ୍ଦନକାନନ ଏବଂ ଆସାମ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁପକ୍ଷୀ ଅଦଳ ବଦଳ ହେବ। ନନ୍ଦନକାନନ ଆସିବ ଦୁଇଟି କଇଁଚ, ଦୁଇଟି ପେଲିକାନ୍, ଦୁଇଟି ହିମାଲୟନ ଶାଗୁଣା ଏବଂ ଆଡଜୁଟାଣ୍ଟ ଷ୍ଟୋର୍କ ପକ୍ଷୀ ଆସିବ।

ନନ୍ଦନକାନନ ଆସାମକୁ ଦେବ ବତକ ସହ ଏକାଧିକ ପଶୁପପକ୍ଷୀ। ପ୍ରାୟ ୧୭ଟି ପଶୁପକ୍ଷୀ ଆସାମକୁ ଦେବ ନନ୍ଦନକାନନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes