ପଲିଟେକନିକ ସ୍କୁଲ ରାଙ୍କ ତାଲିକାର ଶୀର୍ଷରେ କିଟ

ରାଜ୍ୟରେ ଆଜି ପ୍ରକାଶ ପାଇଥିବା ପଲିଟେକନିକ ସ୍କୁଲ ରାଙ୍କ ତାଲିକାର ଶ୍ରେଷ୍ଠ ଦଶରେ ଅଛନ୍ତି 5 ଟି ସରକାରୀ ପଲିଟେକନିକ l ତାଲିକାର ଶୀର୍ଷରେ କିଟ ଥିବା ବେଳେ ଦ୍ଵିତୀୟରେ ଅଛି ଯାଜପୁର ସରକାରୀ ପଲିଟେକନିକ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes