ପଦ୍ମପୁର ଉପନିର୍ବାଚନ; ବିଜେପି ପ୍ରାର୍ଥୀ ହୋଇପାରନ୍ତି ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହୋଇପାରନ୍ତି ନେଇ ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି।

ଅନ୍ୟପଟେ ବିଜେପି ପ୍ରାର୍ଥୀ ୧୪ରେ ନାମାଙ୍କନ ଭରିବେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes