ନୃସିଂହ ଦେବଙ୍କର ଜନ୍ମୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ

ତାଳଚେର ଉପଖଣ୍ଡର କଣିହାଁ ବ୍ଲକ ଅନ୍ତର୍ଗତ ନାଲମ ଗ୍ରାମସ୍ଥିତ ନୃସିଂହ ମନ୍ଦିରରେ ଶ୍ରୀ ଶ୍ରୀ ନୃସିଂହ ଦେବଙ୍କର ଜନ୍ମୋତ୍ସବ ମେ ୧୪ ତାରିଖରେ ପାଳନ କରାଯିବ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମନ୍ଦିର ପ୍ରତିଷ୍ଠା ପରେ ପ୍ରତିବର୍ଷ ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ଶ୍ରୀ ଶ୍ରୀ ନୃସିଂହ ଦେବଙ୍କର ଜନ୍ମୋତ୍ସବ ପାଳିତ ହୋଇ ଆସୁଅଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes