ନୂତନ ଶ୍ରେଣୀ କୋଠରୀ ନିର୍ମାଣ ଶିଳାନ୍ୟାସ ଉତ୍ସବ

ଆଜି ପୂର୍ବାହ୍ନ ସାଢେ ଏଗାରଟା ସମୟରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଖରମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ କୋଠା ନିର୍ମାଣ ପାଇଁ ଶିଲାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଶିଲାନ୍ୟାସ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗଦାନ କରି ନଡିଆ ପିଟି ଶିଳାନ୍ୟାସ କରିଥିଲେ।

ଶିଳାନ୍ୟାସ ସମୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ କୁଶ କୁମ୍ଭାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ମିଳନ ସେଟ, ରାଜ୍ୟ ଏସି ମୋର୍ଚ୍ଚା ଉପସଭାପତି ରଞ୍ଜନ ସେଟ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes