ନୂତନ ଶ୍ରେଣୀଗୃହ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଶିବିର ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମାଣିକମରା ଗ୍ରାମ ପଞ୍ଚାୟତରେ ଆଜି ଜୟ ଦୁର୍ଗା ବିଦ୍ୟାପୀଠର ନୂତନ ଶ୍ରେଣୀଗୃହ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ବ୍ଲକ ସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଶିବିରର ଶୁଭ ଉଦଘାଟନ ହୋଇଛି।

ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଓ ଜିଲ୍ଲାପରିଷଦ ଉପାଧକ୍ଷା ବିଳାସିନୀ ସେଠୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes