ନିର୍ମାଣାଧୀନ ଛାତ ଭୁଶୁଡ଼ିଲା, ଜଣେ ଶ୍ରମିକ ଫସିଛି

ପୁରୀ ସହରର ମଶାଣିଚଣ୍ଡୀ ସାହିରେ ଆଜି ସନ୍ଧ୍ୟାରେ ଏକ ନିର୍ମାଣାଧୀନ ଛାତ ଅଚାନକ ଭୁଶୁଡି ପଡିବାରୁ ତାହା ତଳେ ପାଞ୍ଚ ଜଣ ଶ୍ରମିକ ଫସି ରହିଥିଲେ l
ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ତତକ୍ଷଣାତ ଉଦ୍ଧାର କାର୍ଯ୍ୟ କରି ଚାରି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes