ନିର୍ଦ୍ଵନ୍ଦରେ ସଭାପତି ହେଲେ ବିଜୟ କୁମାର ପ୍ରଧାନ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ସେବା ସମବାୟ ସମିତିର ସଭାପତି କାଦପଡାର ବିଜୟ କୁମାର ପ୍ରଧାନ ନିର୍ଦ୍ଵନ୍ଦରେ ଆଜି ନିର୍ବାଚିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes