ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ ଗତ ୨୦୨୦ ମସିହା ଜୁନ ମାସରେ ଜଣେ ନାବାଳିକାକୁ କୋଦାଳିରେ ହାଣି ହତ୍ୟା କରିବା ଅଭିଯୋଗ ହୋଇଥିଲା।
ସମସ୍ତ ସାକ୍ଷ ପ୍ରମାଣକୁ ନେଇ ଆସାମୀ ସରୋଜ ମହାକୁଡ଼କୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଆଜୀବନ କାରାଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।