ନାବାଳିକକୁ ଅପହରଣ ଅଭିଯୋଗରେ ୩ ଅଟକ

ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ସିମୁଳିଆ ଛତ୍ରପୁର ଗାଁର ୯ ବର୍ଷର ନାବାଳକ ଅପହରଣ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ସିମୁଳିଆ ପୁଲିସ ।

ନିଖୋଜ ହେବାର କେଇ ଘଣ୍ଟା ପରେ ଘରକୁ ଫେରିଲା ନାବାଳକ କିଛି ଲୋକ ହାତ ଓ ପାଟି ବାନ୍ଧି ଏକ ଘରେ ବନ୍ଦ କରି ରଖିଥିବା କହିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes