ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ସମସ୍ତେ ଉତ୍ତୀର୍ଣ୍ଣ

ଚଳିତ ବର୍ଷର ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ଆଜି ମାଧ୍ୟମିକ ବୋର୍ଡ ପକ୍ଷରୁ କୁହାଯାଇଛି l ଏଥର ମୋଟ 5,51,334 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ l

ସମସ୍ତ ଛାତ୍ରଛାତ୍ରୀ ଦଶମକୁ ଉନ୍ନୀତ ହେବେ l ସେମାନଙ୍କ ମଧ୍ୟରୁ 9039 ପିଲାଙ୍କୁ ଏ -ୱାନ ଗ୍ରେଡ଼ ମିଳିଛି l ତେବେ 30, 138 ପିଲାଙ୍କୁ ଇମ୍ପୃଭମେଣ୍ଟ ଟେଷ୍ଟ ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes