ନବନିର୍ମିତ ନିୟନ୍ତ୍ରିତ ବଜାର କମିଟି ନାମକରଣକୁ ନେଇ ବିବାଦ

ସୁବର୍ଣ୍ଣପୁରରେ ନବନିର୍ମିତ ନିୟନ୍ତ୍ରିତ ବଜାର କମିଟି ନାମକରଣକୁ ନେଇ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ,RMC ସଂପାଦକଙ୍କୁ ତାଲା ପକାଇ ପ୍ରତିବାଦ କରିଛନ୍ତି ଉତ୍ତ୍ୟକ୍ତ ଲୋକ।

ଅଫିସ ଭିତରେ ତାଲା ପକାଇବା ସହ ପଥର ମାଡ଼ କରିଛନ୍ତି ଉତ୍ତ୍ୟକ୍ତ ଲୋକ। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes