ନନ୍ଦନକାନନରେ ଚାଲିବ ଏସି ସଫାରୀ ବସ

ଭୁବନେଶ୍ୱର ଉପକଣ୍ଠରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଆମୋଦ ପାଇଁ ଏକ ଏସି ସଫାରୀ ବସ ଆଜିଠାରୁ ଚଳାଚଳ କରିଥିବା କର୍ତ୍ତୃପକ୍ଷ କହିଛନ୍ତି l ବସର ଟିକେଟ ଦର 90 ଟଙ୍କା ରଖାଯାଇଛି l
ଆଗକୁ ଆଉ ତିନୋଟି ଏଭଳି ବସ ଚାଲିବ ବୋଲି ମଧ୍ୟ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes