ଧାନ କିଣା ଆରମ୍ଭ,ପ୍ରଥମ ଦିନରେ ୪ଚାଷୀଙ୍କ ଧାନ ଉଠିଲା

ବିନିକା ମାର୍କେଟ ୟାର୍ଡରେ ଆଜିଠାରୁ ରବି ଋତୁରେ ଅମଳ ଧାନ ଚାଷୀଙ୍କ ଠାରୁ କିଣିବା ଆରମ୍ଭ ହୋଇଛି ।

ଆଜି ପ୍ରଥମ ଦିନରେ ୪ଜଣ ଚାଷୀଙ୍କ ୧୪୨କୁଇଣ୍ଟାଲ ୭୨କେଜି ଧାନ କିଣା ଯାଇ ବିଭିନ୍ନ ରାଇସ ମିଲକୁ ପଠାଯାଇଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes