ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍ରେ ଥିବା ଦୋକାନରୁ ଲୁଟ୍ ହୋଇଛି।
ଦୋକାନ ଆଗରେ ପାଲଟାଣି ଭିତରେ ପଶି ଲୁଟିନେଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି।
Credible Local News of Odisha