ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବରୁଣସିଂ ଗାଁର ଜଣେ ଯୁବକ ଦୁର୍ଘଟଣା ପରେ ଦିବ୍ୟାଙ୍ଗ ହୋଇଥିବାରୁ ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଏହି ଯୁବକ ସୋଶାଲ୍ ମିଡିଆରେ ଇଚ୍ଛା ମୃତ୍ୟୁ ଦାବି କରିଥିଲେ।
Credible Local News of Odisha