ଦୁର୍ଘଟଣାରେ ଟ୍ରକ୍‌ରେ ଚାପି ହୋଇଗଲେ ବାପା ସହ ୨ ପୁଅ

ବୌଦ୍ଧ ଜିଲ୍ଲା NHର ଲୁଣିବାହାଲ ଛକରେ ଟ୍ରକ୍‌କୁ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି।

ବାପପୁଅଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବଲାଙ୍ଗିରରୁ ଟ୍ରକ୍‌ରେ କଖାରୁ ନେଇ ଭୁବନେଶ୍ବର ଆସିବା ବେଳେ ଦୁର୍ଘଟଣା ଘଟିଛି।ବାପା ଟ୍ରକ୍‌ ଚଳାଉଥିବା ବେଳେ ୨ ପୁଅ ପାଖରେ ବସିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes