ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

କେନ୍ଦୁଝର ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲରେ ଆଜି ଜାତୀୟ ଶିକ୍ଷାନୀତି ୨୦୨୦ ଓ ପ୍ରଫେସନାଲ ଏଥିକ୍ସ ସମ୍ପର୍କିତ ଏକଦିନିକିଆ ଗତିଶିଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ଶିକ୍ଷାବିତ୍ ଡକ୍ଟର ପ୍ରଶାନ୍ତ କୁମାର ନରେନ୍ଦ୍ର, ଡକ୍ଟର ମାନସ ବେହେରା, ଡକ୍ଟର ସୁଧୀର ଚନ୍ଦ୍ର ଜେନା ଅତିଥି ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes