ଦରକାର ପଡ଼ିଲେ ନିଆଯିବ ଇଣ୍ଟରପୋଲ ସହାୟତା: ଡିଜିପି

ରୁଷୀୟ ସାଂସଦ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚର ବଛା ବଛା ଅଫିସର କରୁଛନ୍ତି, ଏ ପର୍ଯ୍ୟନ୍ତ କୌଣସି ଫାଉଲ ପ୍ଲେ ଥିବା ଜଣାପଡ଼ି ନାହିଁ,
ଯଦି ଆବଶ୍ୟକ ପଡ଼େ ଇଣ୍ଟରପୋଲ ସହାୟତା ନିଆଯିବ ବୋଲି ଡିଜିପି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes