‘ଥ୍ରୁ ରେନ୍ସ ଆଣ୍ଡ ସନସାଇନ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ କୁମାର ରଥଙ୍କ ଆତ୍ମଜୀବନୀ ‘ଥ୍ରୁ ରେନ୍ସ ଆଣ୍ଡ ସନସାଇନ- ଷ୍ଟୋରି ଅଫ ଏ ସିଭିଲ ସରଭାଣ୍ଟ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes