ତଳ କୋର୍ଟରେ ଜାମିନ ଖାରଜ ପରେ ଉପର କୋର୍ଟ ଗଲେ ଅର୍ଚ୍ଚନା ନାଗ

ଗତକାଲି ଭୁବନେଶ୍ୱର JMFC-୩ ଜାମିନ୍ ଆବେଦନ ଖାରଜ କରିବା ପରେ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ପୁଣି ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ।

ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକମେଲିଂ ମାମଲାରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes