ଡ. ଅଜିତ କୁମାର ମହାନ୍ତି ହେଲେ ଆଟମିକ ଏନର୍ଜି କମିଶନ ଅଧ୍ୟକ୍ଷ

ଡ. ଅଜିତ କୁମାର ମହାନ୍ତି ଆଟମିକ ଏନର୍ଜି ଡିପାର୍ଟମେଣ୍ଟର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ।

ବର୍ତ୍ତମାନ ଭାବା ଆଟମିକ ରିସର୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes