ଡ୍ରାଇଭର ମହାସଂଘର ଧର୍ମଘଟ ଯୋଗୁଁ ଗାଡ଼ି ମଟର ଚଳାଚଳ ଠପ

୧୦ ଦଫା ଦାବିର ସମାଧାନ ନେଇ ଆଜି ଡ୍ରାଇଭର ମହାସଂଘର ଧର୍ମଘଟ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ସମେତ ଗ୍ରାମାଞ୍ଚଳରେ ଗାଡ଼ି ମଟର ଏକ ପ୍ରକାର ଠପ ହୋଇପଡିଛି।

ରାସ୍ତାରେ କାଁ ଭାଁ ଗାଡ଼ି ଚଳାଚଳ କରୁଥିବା ବେଳେ ଆଉ କେତେକ ସ୍ଥାନରେ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes