ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟରେ ରକ୍ଷକ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟରେ ଆଜି ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସୁବର୍ଣ୍ଣପୁର ପରିବହନ ଅଧିକାରୀ ରବିନ୍ ପଟ୍ଟନାୟକ ଉପସ୍ଥିତ ରହି ବିନା ହେଲମେଟ୍ ଗାଡି ନ ଚଳାଇବା, ନିଶା ଶକ୍ତ ଅବସ୍ଥାରେ ଗାଡି ନ ଚଳାଇବାକୁ ଅନୁରୋଧ କରିବା ସହ ଦୁର୍ଘଟଣା ଜନିତ ସରକାରୀ ସହାୟତାଗୁଡିକ ଉପରେ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes