ଡିହିରାକୁଳର ଜଗନ୍ନାଥ ମନ୍ଦିରରେ ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଅନ୍ତର୍ଗତ ଆଧ୍ୟାତ୍ମିକ ସମ୍ପନ୍ନ ଗ୍ରାମ ଡିହିରାକୁଳର ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ମଂଗଳ ଆଳତୀ, ଵାଳଧୂପ, ଚନ୍ଦନ ଲାଗି, ଵେଶ ପ୍ରଭୁତି ହୋଇ ସାରିବା ପରେ ମହାପ୍ରଭୁଙ୍କର ପତିତପାବନ ନେତ ପ୍ରତିସ୍ଥାପନ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes