କଟକ ଚୌଦ୍ୱାର ଥାନା ନୂଆପାଟଣା ରାସ୍ତାରେ ଦୁର୍ଘଟଣା ଘଟିଛି।
ଲକ୍ଷ୍ମୀ ନାମକ ବସ୍ଟି ଢେଙ୍କାନାଳ ପଟୁ କଟକ ଆସୁଥିଲା। ଘନ କୁହୁଡ଼ି ଯୋଗୁଁ ଦେଖା ଯାଇନଥିଲା। ବସ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ ଯାଉଥିଲା।
Credible Local News of Odisha