ଡବଳଙ୍ଗରେ ୨୪ପ୍ରହର ନାମ ଯଜ୍ଞରେ ମହିଳା ସଂକୀର୍ତ୍ତନ

ସୋନପୁର ସଦର ବ୍କକ ଅନ୍ତର୍ଗତ ଡବଳଙ୍ଗ ଗ୍ରାମରେ ଅନୁଷ୍ଠିତ ୨୪ ପ୍ରହର ନାମ କୀର୍ତ୍ତନରେ ମହିଳା କୀର୍ତ୍ତନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ହୋଇଛି।

ଉଦଣ୍ତି ନାମ ଗାଜକ ଉପାସୀ ଖେତି , ମୃଦଙ୍ଗ ବାଜକ ସପୁଆ ତରୀଆ ,ମୃତ୍ୟୁଞୀୟ ନାଏକ ସୂରଥ ମଳିଲା କିର୍ତ୍ତନ ଦଳ ତଲିପଡା ଆଦି ଭାଗ ନେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes