ଠକେଇ ଅଭିଯୋଗରେ ନକଲି ସିବିଆଇ ଅଧିକାରୀ ଗିରଫ

ରେଳ ବିଭାଗରେ ଚାକିରି କରାଇଦେବା କହି ଠକୁଥିବା ନକଲି ସିବିଆଇ ଅଧିକାରୀ ଉମେଶ ତନ୍ତୀଙ୍କୁ ଗିରଫ କରିଛି ପୁଲିସ।

ଉମେଶଙ୍କ ଘର ସୁନ୍ଦରଗଡ଼ ପଣ୍ଡରୀଢ଼ିପାରେ। ୪ ଆଶାୟୀଙ୍କ ଠାରୁ ୨ଲକ୍ଷ ୨୫ ହଜାର ଠକିଥିବା ଅଭିଯୋଗ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes