ଟ୍ରାକ୍ଟର ତଳେ ଶୋଇଥିବା ବେଳେ ଟ୍ରକ ଧକ୍କାରେ 2 ମୃତ

କେନ୍ଦୁଝର ଜିଲ୍ଲା କାଞ୍ଜିପାଣିର ନିପ ଘାଟି ରାଜପଥରେ ଆଜି ବର୍ଷାରୁ ରକ୍ଷା ପାଇବାକୁ ଛଅ ଜଣ ର୍କ ଟ୍ରାକ୍ଟର ଡାଲା ତଳେ ଆଶ୍ରୟ ନେଇଥିଲେ l

ଏହି ସମୟରେ ପଛ ପାର୍ଶ୍ଵରୁ ଏକ ଟ୍ରକ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତୁ ହୋଇ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes